ମନ୍ତ୍ରିମଣ୍ଡଳ ଅଦଳବଦଳ ପରେ ଦୁଃଖ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାଶ । କହିଲେ, ଜିଲ୍ଲାରୁ କାହାକୁ ମନ୍ତ୍ରୀପଦ ମିଳିଥିଲେ ଭଲ ହୋଇଥାନ୍ତା । ଶିକ୍ଷା କ୍ଷେତ୍ରରେ ଜଗତସିଂହପୁର ଆଗରେ ତଥାପି ମନ୍ତ୍ରୀ ପଦ ନମିଳିବାରୁ ରହିଗଲା ଅବଶୋଷ
#OdishaGovt #Cabinetminister #RaghunandanDas #politics #ArgusNews