#ମୋ_ପତ୍ନୀ_ପରପୁରୁଷଙ୍କ_ସହ_ସମ୍ପର୍କ_ରଖି_ମୋତେ_ନିର୍ଯାତନା_ଦେଉଛନ୍ତି
ମୋ ପତ୍ନୀ ଜଣେ ଶିକ୍ଷୟତ୍ରୀ ପରପୁରୁଷଙ୍କ ସହ ସମ୍ପର୍କରଖି ମୋତେ ନିର୍ଯାତନା ଦେଉଛନ୍ତି। ମୋ ଧନ ସମ୍ପତି ଲୁଟି ନେବା ପରେ ମୁଁ ଏବେ ଦାଣ୍ଡର ଭିକାରି। ଏମିତି ଅଭିଯୋଗ କରି ସଦର ଥାନାରେ ଅଭିଯୋଗ କଲେ ଟ୍ରଲର ବ୍ୟବସାୟୀ ପ୍ରଶାନ୍ତ ପ୍ରଧାନ।
#Kendrapada #Wife #torture #familyproblems #ExtraMaritalAffair #Odisha #ArgusNews