#ଶୁଣିଲେତ_ପଞ୍ଚମ_ଶ୍ରେଣୀ_ଛାତ୍ରୀ_କହି_ପାରୁନାହାନ୍ତି_A_ଟୁ_Z
#ରାଜ୍ୟର_ମୁଖ୍ୟମନ୍ତ୍ରି_କି_ପ୍ରଧାନମନ୍ତ୍ରୀଙ୍କ_ନାମ_ମଧ୍ୟ_ଜଣାନାହିଁ
ପଞ୍ଚମ ଶ୍ରେଣୀର ପିଲା abcd କହିପାରୁନଥିବା ବେଳେ ଷଷ୍ଠ ଶ୍ରେଣୀର ପିଲାଙ୍କୁ ବିଦ୍ୟାଳୟର ନାମ କି ମୁଖ୍ୟମନ୍ତ୍ରୀ ଙ୍କ ନାମ ଜଣାନାହିଁl ଅନ୍ୟପଟେ ବିଦ୍ୟାଳୟରେ ଶିକ୍ଷକ ଅଭାବ ଓ ଛାତ୍ର ଛାତ୍ରୀ ଙ୍କୁ ପଢ଼ାଇବା ସତ୍ୱେ ମନେରଖି ପାରୁନଥିବା କହିଛନ୍ତି ବିଦ୍ୟାଳୟ ର ଶିକ୍ଷୟତ୍ରୀ
#Brahmapur #School #Student #Odisha #ArgusNews