ଦଳ ଓ ପଙ୍କ ରେ ଭର୍ତି ଜଳ ଭଣ୍ଡାର।ପାଣି ଦୂଷିତ ହୋଇଯିବାରୁ ଖାଦ୍ୟ ଅଭାବରୁ ମାଛ ମଡ଼କ ଦେଖାଦେଇଛି।ଏବେ ଆଉ ମତ୍ସ୍ୟଜୀବୀଙ୍କ ଜାଲରେ ମାଛ ପଡ଼ୁନି।ଯାହାଫଳରେ ନିଜ ଜୀବିକା ଛାଡି ଅନ୍ୟପନ୍ଥା ଆପଣାଇବାକୁ ବାଧ୍ୟ ହେଉଛନ୍ତି ମତ୍ସ୍ୟଜୀବୀ ।
#Ganjam #fisherman #Odisha #ArgusNews