ମହାନଦୀରେ ବଡ ବନ୍ୟା । ହୀରାକୁଦ, ତେଲ ନଦୀ ପାଣିରେ ଉବୁଟୁବୁ ଅଧା ଓଡ଼ିଶା । କ୍ରମାଗତ ଭାବରେ ବୃଦ୍ଧି ପାଉଛି ବୈତରଣୀ ଓ ଖରସ୍ରୋତାର ଜଳସ୍ତର । ବିପଦ ସଙ୍କେତ ବହୁ ଉପରେ ରାଜ୍ୟର ବିଭିନ୍ନ ନଦୀ
#Mahanadi #FloodSituation #BaitaraniRiver #ArgusNews #Odisha