ନିଜର କୌଳିକ ବୃତି ଛାଡି ଆପଣାଉଛନ୍ତି ଅନ୍ୟ ବୃତି । ଏହାର ମୁଖ୍ୟ କାରଣ ହେଉଛି ବଜାରରେ ମିଳୁଥିବା ପ୍ଲାଷ୍ଟର ଅଫ୍ ପ୍ୟାରିସ ମୂର୍ତ୍ତି । ବଜାରରେ ଶୋଭା ପାଉଛି ଶହ ଶହ ପ୍ଲାଷ୍ଟର ଅଫ୍ ପ୍ୟାରିସର ମୂର୍ତ୍ତି । କିନ୍ତୁ ମୃଣ୍ମୟୀ ପ୍ରତିମା ପ୍ରସ୍ତୁତ ଏବଂ ବ୍ୟବସାୟ କରି ନିଜର ପରିବାର ପ୍ରତିପୋଷଣ କରୁଥିବା ଚିତ୍ରକାର ପରିବାର ବର୍ତ୍ତମାନ ମୁଣ୍ଡରେ ହାତଦେଇ ବସିଛନ୍ତି
#GaneshIdol #PlasterOfParisIdol #Sculptor #ArgusNews #Odisha