ବର୍ତ୍ତମାନ ଆଧୁନିକ ଯୁଗରେ ଗହ୍ମା ଡିଆଁ ପରମ୍ପରା ଲୁପ୍ତପାଇ ଯାଇଥିବା ବେଳେ ଆଜି ମଧ୍ୟ ବୌଦ୍ଧ ଜିଲ୍ଲାରେ କେଉଁ ଆବାହନ କାଳରୁ ଗହ୍ମା ଡିଆଁ ପରମ୍ପରାକୁ ବଞ୍ଚାଇ ରଖିଛନ୍ତି ବୌଦ୍ଧ ବ୍ଲକ ବାଉଁଶୁଣି ବଉଡ଼ିଆପଡା ଗ୍ରାମର ଗ୍ରାମବାସୀ।
#Boudh #GamhaPurnima #GamhaDia #rakhshabandhan #odisha #ArgusNews