ଭାସି ଯାଉଥିବା ଛାତ୍ରକୁ ଦେବଦୂତ ସାଜି ବନ୍ୟପାଣିରୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଅଂଚଳର ଠେଙ୍ଗାଧର ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଗତକାଲି ସେହି ରାସ୍ତା ଦେଇ ସାଇକେଲରେ ଯାଉଥିବା ଜଣେ ଛାତ୍ର ବନ୍ୟାଜଳରେ ଭାସିଯାଉଥିବା ଦେଖି ବିନା ଚିନ୍ତାରେ ପାଣିକୁ ଲମ୍ଫ ପ୍ରଦାନ କରି ଭରାପାଣିରୁ ଭାସିଯାଉଥିବା ବାଳକକୁ ଉଦ୍ଧାର କରିଥିଲେ
#Ganjam #Belaguntha #Flood #FireDept #youthrescue #ArgusNews