#ଖେଳିବା_ବୁଲିବା_ବୟସରେ_ରୋଗ_ଯନ୍ତ୍ରଣା।
ବ୍ରେନ ଟ୍ୟୁମରରେ ପୀଡ଼ିତ ପୁଅ ଶିବଶମ୍ଭୁ ମହାନ୍ତି । ଚିକିତ୍ସା କରାଇବାକୁ ପାଖରେ ଟଙ୍କାଟିଏ ନାହିଁ । ପୁଅର ଯନ୍ତ୍ରଣା ଆଉ ସହ୍ୟ ହେଉନି । ସହାୟତା ଯୋଗାଇ ଦେବାକୁ ଆକୁଳ ନିବେଦନ କରିଛନ୍ତି ବାପା ସୁରେନ୍ଦ୍ର ମାହାନ୍ତି । ଗଞ୍ଜାମ ପାତ୍ରପୁରରୁ ଦେଖିବା ଏହି ରିପୋର୍ଟ
#Ganjam #Patrapur #Needhelp #braintumor #ShibasambhuMohanty #ArgusNews