ନାମଲେଖାରୁ ବଞ୍ଚିତ ହୋଇ ବିଦ୍ୟାଳୟ ସମ୍ମୁଖରେ ଚଣା ମୁଢ଼ି ବିକିଲେ ଷଷ୍ଠ ଶ୍ରେଣୀର ଛାତ୍ର ଶିବଶଙ୍କର ପଣ୍ଡା। ଏଭଳି ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ପୁରୁଷୋତ୍ତମପୁର କୁମାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ।
#Ganjam #StudentProtest #Purusottampur #ArgusNews