ନୂଆ ରୂପ ପାଇଲା ପରେ ମା ତାରାତାରିଣୀଙ୍କ ପୀଠରେ ଲାଗୁଛି ଶ୍ରଦ୍ଧାଳୁଙ୍କ ଭିଡ଼ । ମା’ଙ୍କ ପୀଠ ଯେତେ ଆକର୍ଷଣ ହୋଇଛି, ସେତେ ଲୋକଙ୍କ ଭିଡ଼ ଜମୁଛି। ଆଉ ଏହି ଭିଡ଼ ଭିତରେ ଲୋକଙ୍କ ପ୍ରଥମ ଆକର୍ଷଣ ପାଲଟୁଛି ପାହାଡ଼ର ପାଦଦେଶରେ ଥିବା ରୋପ୍ ଓ୍ବେ
#Ganjam #Brahmapur #MaaTaratarini #RopeWay #ArgusNews