ଗଞ୍ଜାମ ଜାତୀୟ ରାଜପଥ ଅଗସ୍ତି ନୂଆଗାଁ ନିକଟ ଟାଟା ମୋଟର୍ସ ସାମ୍ନାରେ କାର୍ ଦୁର୍ଘଟଣା । ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୫ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣଙ୍କ ହେଲେ ଭୁବନେଶ୍ବର ଆଇଟିଆର କଲେଜର ଇଞ୍ଜିନିୟରିଂ ଛାତ୍ର ଦେବରାଜ ।
#ganjam #caraccident #ITRCollege #engineeringstudent #Death #ArgusNews