#ବିଦ୍ୟାଳୟ_ସମ୍ମୁଖରେ_ଚଣା_ମୁଢ଼ି_ବିକିଲେ_ଷଷ୍ଠ_ଶ୍ରେଣୀର_ଛାତ୍ର
ଗଞ୍ଜାମରୁ ଆସିଲା ଶିକ୍ଷା ବ୍ୟବସ୍ଥାର ବିକଟାଳ ଦୃଶ୍ୟ। ନାମ ଲେଖାଇ ନ ପାରି ବିଦ୍ୟାଳୟ ଆଗରେ ଚଣା ମୁଡ଼ି ବିକିଲେ ଷଷ୍ଠ ଶ୍ରେଣୀର ଛାତ୍ର । ଆଡ଼ମିସନ ପାଇଁ ପ୍ରଥମେ ଟଙ୍କା ମାଗିଲେ ଆଉ ଟଙ୍କା ନ ଦେବାରୁ ନାମଲେଖାରୁ ବଞ୍ଚିତ ହେଲେ ଆଉ ଏହାପରେ ବାଧ୍ୟ ହୋଇ ବିଦ୍ୟାଳୟ ସମ୍ମୁଖରେ ଚଣା, ମୁଢ଼ି, ବିସ୍କେଟ, ଚକଲେଟ ବିକ୍ରି କଲେ ଛାତ୍ର।
#Ganjam #educationsystem #schooladmissions #Odisha #ArgusNews