ଗଞ୍ଜାମ ଜିଲା କବିସୂର୍ଯ୍ୟନଗରର ଅଧିଷ୍ଠାତ୍ରୀ ଦେବି ମା ମହାମାୟୀଙ୍କ ୧୨ବର୍ଷକୁ ଥରେ ହେଉଥିବା ଯାତ୍ରା ଆଜିକୁ ୧୫ଦିନ ହେବ ଏହି ଯାତ୍ରା ଚାଲୁ ରହିଛି । ଏଥିପାଇଁ କବିସୂର୍ଯ୍ୟନଗର ସହର ଏବେ ଚଳଚଞ୍ଚଳ ହୋଇପଡିଥିବା ବେଳେ ଆଖ ପାଖ ଅଞ୍ଚଳର ଲୋକଙ୍କ ମନରେ ଉତ୍ସାହ ଦେଖାଦେଇଛି
#Ganjam #kabisuryanagar #festival #ArgusNews #Odisha