ବହୁ ଚର୍ଚ୍ଚିତ ଗୋଧ୍ରା ହିଂସାକାଣ୍ଡ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ । ଗୋଧ୍ରାର ନିମ୍ନ ଅଦାଲତ ଅଭିଯୁକ୍ତକୁ ଆଜୀବନ କାରା ଦଣ୍ଡାଦେଶ ଶୁଣାଇଛନ୍ତି । ଅଭିଯୁକ୍ତ ଅଭିଯୁକ୍ତ ରଫିକ୍ ହୁସୈନ ୧୯ ବର୍ଷ ଧରି ଫେରାର ଥିବାବେଳେ ଗତ ବର୍ଷ ତାକୁ ଗିରଫ କରାଯାଇଥିଲା । ଆଜି ତାକୁ ଗୋଧ୍ରା କୋର୍ଟ ଆଜୀବନ କାରଦଣ୍ଡରେ ଦଣ୍ଡିତ କରିଛନ୍ତି
#Godhraviolence #imprisonment #ArgusNews