ଆଜି ହେଉଛି ବିଶ୍ୱ ଜଳ ଦିବସ । ପ୍ରତିବର୍ଷ ମାର୍ଚ୍ଚ ୨୨ ତାରିଖକୁ ବିଶ୍ୱ ସାରା ଜଳ ଦିବସ ଭାବେ ପାଳନ କରାଯାଏ । ସ୍ୱଚ୍ଛ ଏବଂ ସୁରକ୍ଷିତ ଜଳ ଉପଲବ୍ଧ କରାଇବା ସହ ଜଳ ସଂରକ୍ଷଣର ମହତ୍ତ୍ୱ ତଥା ଆବଶ୍ୟକତା ବିଷୟରେ ଜନ ସଚେତନତା ସୃଷ୍ଟି କରିବା ଏଭଳି ଏକ ଦିବସ ପାଳନର ଉଦ୍ଦେଶ୍ୟ । କିନ୍ତୁ ଏହି ଉଦେଶ୍ୟ ପୂରଣ ଦିଗରେ ଆମେ ସଫଳ ହୋଇଛୁ କି ? ସ୍ଵଛ ଓ ସୁରକ୍ଷିତ ଜଳ ସତରେ କଣ ଆମ ନିକଟରେ ପହଂଚିପାରିଛି ? ଦେଖନ୍ତୁ ଏ ରିପୋର୍ଟ
#GoodNews #WorldWaterDay #waterproblem #Drinkingwater #ArgusNews