ଗାଁକୁ ନୂଆ ରୂପରେ ଫେରିଛି ତେଲଘଣା । ଏହାକୁ ବସାଇ ତୈଳ ଓ ତୈଳବୀଜ ବ୍ୟବସାୟ ଜରିଆରେ ସ୍ୱାବଲମ୍ବୀ ହୋଇଛନ୍ତି ଗଂଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ବାଦପଲି ପଂଚାୟତ ଘୋଡାପଡା ଗାଁର ମା ଗ୍ରାମଦେବୀ ଉତ୍ପାଦିକା ଦଳ । ଆଖପାଖ ଅଞ୍ଚଳରେ ଚିନାବାଦାମ ଉତ୍ପାଦନ ଅଧିକ ହେଉଥିବାରୁ ତେଲ ପ୍ରକ୍ରିୟାକରଣ ଉଭୟ ଚାଷୀ ଓ ମହିଳା ଗୋଷ୍ଠୀଙ୍କୁ ବେଶ ଲାଭବାନ କରାଇଛି ।
#GoodNews #machineoiler #selfemployedwoman #Ganjam #Chhatrapur #Odisha #ArgusNews