#ଗୁଗୁଲ୍_ମ୍ୟାପ୍ରେ_ସାଂଘାତିକ_ତ୍ରୁଟି
ଓଡ଼ିଶାର ବେଳାଭୂମି କିନ୍ତୁ ଗୁଗଲ ଦର୍ଶାଉଛି ଆନ୍ଧ୍ରର। ଗୁଗୁଲର ଏଭଳି ତ୍ରୁଟି ପାଇଁ ସବୁଠି ଅସନ୍ତୋଷ। ଆନ୍ଧ୍ର ଓଡ଼ିଶାର ସୀମା ବିବାଦ ଭିତରେ ଗୁଗୁଲର ଏଭଳି ତ୍ରୁଟିକୁ ନେଇ ଉଠିଛି ନାନା ପ୍ରଶ୍ନବାଚୀ....।
#GoogleMaps #seabeach #AndhraPradesh #MajorError #OdishaGovt #Odisha #ArgusNews