#ଦୁବାଇ_ଇନଭେଷ୍ଟର୍ସ_ମିଟରେ_ବଡ଼_ପ୍ରତିଶ୍ରୁତି
#ଶିଳ୍ପ_ଓ_ନିଯୁକ୍ତି_ଆସିଲେ_ରାଜ୍ୟର_ହେବ_ବିକାଶ
ଦୁବାଇ ଇନଭେଷ୍ଟ ମିଟ୍ କାର୍ଯ୍ୟକ୍ରମରେ ଓଡିଶାକୁ ଅଭୂତପୂର୍ବ ସଫଳତା ମିଳିଥିବାର ଘୋଷଣା । 21 ହଜାର କୋଟିରୁ ଅଧିକ ପୁଞ୍ଜିନିବେଶ ସହ 19 ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଘୋଷଣା କହିଛନ୍ତି ସରକାର ।
#Dubai #CMNaveenPatnaik #Investor #ArgusNews