ଗଞ୍ଜାମରେ ଲାଭଦାୟୀ ହୋଇଛି ଗୁଆ ବଗିଚା । ଘର ବାଡ଼ିରେ (ଅଡା) ଓ ସ୍ୱତନ୍ତ୍ର ବଗିଚା (ବାଡ଼ ) ସୃଷ୍ଟି କରି ଆଲିଆବାଦ ଓ କରପଡା ଗ୍ରାମବାସୀ ବର୍ଷ ବର୍ଷ ଧରି କରିଆସୁଛନ୍ତି ଗୁଆଚାଷ । ଏଥିରୁ ସେମାନେ ବେଶ ଦୁଇପଇସା ରୋଜଗାର କରିବା ସହିତ ଗାଁକୁ ଦେଇଛନ୍ତି ସବୁଜ ରୂପ ।
#GoodNews #Berhampur #Guavagarden #cultivatingguava #Odisha #ArgusNews #ganjam