ଗଞ୍ଜାମରେ ଠିକା କମ୍ପାନୀର ଗୁଣ୍ଡାରାଜ । ନଦୀ ବନ୍ଧ ନିର୍ମାଣ ନାଁରେ ମୂଲ୍ୟବାନ ଗଛ କାଟିଦେଇଥିବା ଅଭିଯୋଗ । ଚାଷୀଙ୍କ ଲକ୍ଷ ଲକ୍ଷ ଟଙ୍କାର କାଜୁ ଏବଂ ମୂଲ୍ୟବାନ ଗଛ କାଟିଦେଲା ଠିକା କମ୍ପାନୀ । ଗଛ ତ କାଟିଲେ ପରେ ଜୋରଜବରଦସ୍ତ ଚାଷୀଙ୍କ ଜମି ଅଧିଗ୍ରହଣ କରିନେଲେ । ପ୍ରତିବାଦ କଲେ ଚାଷୀଙ୍କୁ ମିଳୁଛି ଧମକ ଚମକ ।
#ganjam #Allegations #treesCutting #construction #farmersIssue #LandProblem #ArgusNews