ଚଳିତ ବନ୍ୟା ପାଇଁ ବଢ଼ିଲା ପୁରୁଣା ଗାଡ଼ିର HSRP ପଞ୍ଜୀକରଣ ଅବଧି । ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ପଞ୍ଜୀକରଣ ଅବଧି ସେପ୍ଟେମ୍ବର 30 ଯାଏ ବୃଦ୍ଧି । ଅଗଷ୍ଟ ୩୧ ଯାଏ ପଞ୍ଜୀକରଣ ଅବଧି ଥିବା ବେଳେ ବନ୍ୟା ପାଇଁ ଏହାକୁ ସେପ୍ଟେମ୍ବର 30 ଯାଏ ବୃଦ୍ଧି କରାଯାଇଛି ।
#hsrpnumberplate #RegistrationPeriod #extended #flood #TransportDepartment #ArgusNews