Headlines @ 7 Pm | 7 Dec 2021 | Argus News
+ ବିଧାନସଭାରେ ଦୁର୍ଯୋଧନ ଓ ଦୁଃଶାସନ ଥିଓରି ଉଠାଇ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ
+ ବିଧାନସଭା ନିଆଁରେ ଘିଅ ଢାଳିଲେ ପୀଡିତ ପରିବାର
+ ଗଙ୍ଗାଜଳ, ଗୋବରପାଣି ପରେ ଗୃହରେ ବାଜିଲା ଘଣ୍ଟ ଘଣ୍ଟି
+ ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ ମିଶନ’ରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସର ମିଳିଲା ସୁଫଳ
#Headlines #Odisha #ArgusNews