#ଦିଦି_ଆମକୁ_ଲାଟିନ_ସଫା_କରିବାକୁ_କହୁଛନ୍ତି
ଆମକୁ ଏମିତିକା ପ୍ରଧାନ ଶିକ୍ଷୟତ୍ରୀ ଦରକାର ନାହିଁ। ସ୍କୁଲର ସବୁ କାମ କରେଇବାକୁ କହୁଛନ୍ତି। ନ କଲେ କବାଟ ଦେଇ ପିଟୁଛନ୍ତି ଏମିତି କିଛି ନିଜ ପ୍ରତିକ୍ରିୟାରେ କହିଛନ୍ତି ଗଞ୍ଜାମ ପୁରୁଷୋତ୍ତମପୁର କୁମାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ।
#Ganjam #purusottampur #Headmistress #ALLIGATION #Odisha #ArgusNews