ବାପା ଜଣେ ଦିନ ମଜୁରୀଆ । ପରର ମୂଲ ମଜୁରୀ ଲାଗିଲେ ଚୁଲି ଜଳେ। ଆଉ ଆଉ ଏବେ ଝିଅର ଚିନ୍ତା l ଯେଉଁ ବୟସରେ ସାଙ୍ଗ ସାଥିଙ୍କ ମେଳରେ ବିଭିନ୍ନ ଖେଳ ଖେଳି ପାଠ ପଢ଼ି ଥାଆନ୍ତା ଏବଂ ପାଠ ପଢ଼ି ବଡ ମଣିଷ ହୋଇଥାନ୍ତା l ସେହି ବୟସରେ ଦୈବ ସାଜିଛି ବାଧକ । ମସ୍ତିଷ୍କ ଭିତରେ ଥିବା ସ୍ନାୟୁ ଗୁଡ଼ିକ ନଷ୍ଟ ହୋଇ ଯାଇଥିବା ବେଳେ ଅସହ୍ୟ ଯନ୍ତ୍ରଣା ଅନୁଭବ କରୁଛି କୁନି ଝିଅ ବର୍ଷା l
#Helpless #LittleGirl #Treatment #NeedHelp #Barsha #Odisha #ArgusNews