ହୀରାକୁଦ ଡ୍ୟାମ୍ ବଢୁଛି ଜଳ ସ୍ତର ଖୋଲିଛି ପର୍ଯ୍ୟାୟ କ୍ରମେ ଗେଟ । ଉପରମୁଣ୍ତ ଛତିଶଗଡରେ ଲଗାଣ ବର୍ଷା ଯୋଗୁ ଅଧିକ ଜଳ ପ୍ରଵେଶ କରୁଛି ।ଦିନ ୩ ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୧୭.୦୮ଘନ ଫୁଟ ରହିଛି । ଏନେଇ ଅଧିକ ସୂଚନା ଦେଇଛନ୍ତି ହୀରାକୁଦ ଡ୍ୟାମ୍ ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ....।
#HirakudDam #GateOpening #chiefengineer #Odisha #ArgusNews