ଯାଜପୁର ଜିଲ୍ଲା ସୁକିନ୍ଦା ରଥଗାଡ଼ିଆ ଅଞ୍ଚଳର ଅଶୋକ ଚକ୍ରବର୍ତ୍ତୀଙ୍କ ସ୍ତ୍ରୀ ଶ୍ରୀତିକା ଚକ୍ରବର୍ତ୍ତୀ ଏବଂ ତାଙ୍କ ଝିଅ ସୋନାଲି ଚକ୍ରବର୍ତ୍ତୀଙ୍କୁ ଗାଡି ଚଢ଼େଇ ଯୋଜନାବଧ ହତ୍ୟାକାଣ୍ଡରେ କେନ୍ଦ୍ର ମାନବ ଅଧିକାର କମିଶନଙ୍କ ଟିମ ତଦନ୍ତ କରିବା ସାଙ୍ଗେ ସାଙ୍ଗେ ତାଙ୍କ ପରିବାରକୁ ତିରିଶି ଲକ୍ଷ ଟଙ୍କା କ୍ଷତି ପୂରଣ ଯୋଗେଇ ଦେବାପାଇଁ କେନ୍ଦ୍ର ମାନବ ଅଧିକାର କମିଶନଙ୍କ ଦ୍ଵାରସ୍ତ ହେଲେ ଭାରତୀୟ ବିକାଶ ପରିଷଦର ଜଗତସିଂହପୁର ଜିଲ୍ଲା ସଭାପତି ସୁବ୍ରତ କୁମାର ଦାଶ |
#Jajpur #accident #MurderCase #compensation #HumanRightsCommission #Odisha #ArgusNews