#ବାଗୁଡିରେ_ଅନ୍ଧାରୀ_ରାଜ
#ରାତି_ଅଧିଆ_ଲଘୁ_ଖଣିଜ_ସାମଗ୍ରୀ_ଲୁଟ୍
ଖଣି ଲିଜ୍ ଅବଧି ସରିବା ପରେ କେମିତି ହେଉଛି ଲଘୁ ଖଣିଜ ସମ୍ପଦ ଲୁଟ । ଖଣିରେ 144 ଧାରା ଜାରି ସତ୍ତ୍ବେ କେମିତି ରାତି ଅଧିଆ ଚାଲିଛି ଖଣିଖନନ । ବାଗୁଡିରେ ନାଲିପତାକା ଲାଗିବା ପରେ ବି ମାଫିଆଙ୍କୁ ବେଆଇନ୍ ଭାବେ ଖଣି ଉତ୍ତୋଳନ କରିବାକୁ କିଏ ବଳ ଦେଉଛି । ବାଲେଶ୍ୱର ଜିଲ୍ଲାରେ ଏବେ ଚାଲିଛି ବେଆଇନ୍ ଲଘୁ ଖଣିଜ ସମ୍ପଦ ହରିଲୁଟ ।
#Balasore #bagudi #mineralresources #loot #Mafias #illegally #mining #Odisha #ArgusNews