#ଜନ୍ମାଷ୍ଟମୀରେ_ସ୍ବମୀ_ଲକ୍ଷ୍ଣଣାନନ୍ଦଙ୍କ_ବଳିଦାନ_ଦିବସ_ପାଳିତ
#ଆଶ୍ରମରେ_ବିଶ୍ବଶାନ୍ତି_ଯଜ୍ଞ_ସହ_ବିରାଟ_କଳସ_ଶୋଭାଯାତ୍ରା
ପାଳନ ହୋଇଛି ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୪ତମ ବଳିଦାନ ଦିବସ। ସକାଳୁ ଜଲେଶପଟ୍ଟା କନ୍ୟାଶ୍ରମରୁ ଜଳେଶ୍ବର ମନ୍ଦିର ପର୍ଯ୍ୟନ୍ତ ଏକ କଳସ ଶୋଭାଯାତ୍ରା ବାହାରିଥିଲା। ଏଥିସହ ବିଶ୍ବ ଶାନ୍ତି ପାଇଁ ଏକ ଯଜ୍ଞର ମଧ୍ୟ ଆୟୋଜନ କରାଯାଇଥିଲା।
#Kandhamal #jalespataAshram #swamilaxmanananda #Janmashtami #ArgusNews