#ଓଡିଶାରେ_ଗରୀବଙ୍କ_ପକ୍କାଘର_ଯୋଜନା_ବାଟବଣା
ଓଡିଶା ସରକାର ସର୍ତ୍ତ ପୁରଣ କରିବା ପରେ ଓଡିଶା ଅନୁମୋଦିତ 8 ଲକ୍ଷ ପକ୍କାଘର ପାଇଁ ଆସିବ କେନ୍ଦ୍ରୀୟ ଅନୁଦାନ। ପକ୍କାଘର ଆବଣ୍ଟନ ଓ କ୍ରିୟାନ୍ବୟନରେ ଅନିୟମିତତା ନେଇ ଦିଲ୍ଲୀରେ ବସିଥିବା ବୈଠକରେ ଏ ନେଇ ହୋଇଛି ନିଷ୍ପତ୍ତି...।
#Odisha #awasscam #AwasYojana #ArgusNews