ସ୍ବାଧୀନତାର 75 ବର୍ଷ ଅବସରରେ ଦେଶ ପାଳୁଛି ଅଜାଦିକା ଅମୃତ ମହୋତ୍ସବ। ଏଥିଲାଗି ଦେଶର ବିଭିନ୍ନ ଜାଗାରେ ଲୋକେ ବିଭିନ୍ନ ଢଙ୍ଗରେ ପାଳନ କରୁଛନ୍ତି ଏହି ସ୍ବାଧୀନତାର ଅମୃତ ମହୋତ୍ସବକୁ। ସେହିଭଳି ବାଲେଶ୍ଵରରେ ଲାୟନ୍ସ କ୍ଲବ ପକ୍ଷରୁ ଲୋକଙ୍କୁ 75 କିଲୋ ଲଡୁ ବାଣ୍ଟି ମନାଇଛନ୍ତି 75ବର୍ଷର ସ୍ବାଧୀନତାର ଖୁସି।
#Balasore #IndependenceDay #Odisha #ArgusNews