ସୋସିଆଲ ଭାଇରାଲ ହେଉଛି ମନ୍ଦିର ଭିତରେ ଯୁବତୀଙ୍କ ଇନଷ୍ଟାଗ୍ରାମ ରିଲ। ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତାର ମହାମାୟା ଚଉଷଠି ଯୋଗିନୀଙ୍କ ମନ୍ଦିର ଭିତରେ ଯୁବତୀ ଜଣକ ଏହି ଭିଡିଓ କରିଛନ୍ତି । ମନ୍ଦିର ଭିତରକୁ ମୋବାଇଲ ଫୋନ୍ ବାରଣ ଥିବା ସତ୍ତ୍ୱେ କିପରି ଏହି ଯୁବତୀ ଜଣକ ସେଠାରେ ଭିଡିଓ କରିଛନ୍ତି ତାକୁ ନେଇ ଏବେ ପ୍ରଶ୍ନ । ଯୁବତୀ ଜଣକ ଜଗସିଂହପୁର ର ଆଲବମ ଅଭିନେତ୍ରୀ ବୋଲି ଜଣାପଡ଼ିଛି ।
#viralvideo #Khurdha #ChausathiYoginiTemple #instagramreels #romanticdance #viralgirl #Odisha #ArgusNews