ଆସନ୍ତା 9 ଏବଂ 10 ଜୁଲାଇରେ ଆଇ.ଆଇ.ଜି ସ୍ପୋର୍ଟସ୍ ଏକାଡେମୀ ପକ୍ଷରୁ KT ଗ୍ଲୋବାଲ୍ ସ୍କୁଲ୍ କ୍ୟାମ୍ପସରେ ଖେଳା ଯିବାକୁ ଯାଉଛି ଇଣ୍ଟର ସ୍କୁଲ ବାସ୍କେଟବଲ ଟୁର୍ଣ୍ଣାମେଣ୍ଟ। ପ୍ରଥମ ଥର ପାଇଁ KT ଗ୍ଲୋବାଲ୍ ସ୍କୁଲ୍ କ୍ୟାମ୍ପସରେ ଇଣ୍ଟର ସ୍କୁସ ବାସ୍କେଟବଲ ଟୁର୍ଣ୍ଣାମେଣ୍ଟ ଖେଳାଯିବ
#InterschoolBasketball #IIGSportsAcademy #ArgusNews