#୨୦୨୪_ପାଇଁ_ପ୍ରସ୍ତୁତ_ହେବ_ରଣନୀତି
ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ସେପ୍ଟେମ୍ବର ଶେଷ ସପ୍ତାହରେ ଓଡ଼ିଶା ଆସିବେ ଜେ.ପି. ନଡ୍ଡା । 2024 ନିର୍ବାଚନ ପାଇଁ ରୋଡ୍ ମ୍ୟାପ ପ୍ରସ୍ତୁତ ହେବ । ଏଥିପାଇଁ ତୃତୀୟ ସପ୍ତାହରେ ବିଜେପିର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ ।
#JPNadda #Sunilbanshal #OdishaVisit #Odisha #ArgusNews