ମୁଁ ଚାକିରୀ କରିଛି ହେଲେ ମୋର ସବୁ କାର୍ଯ୍ୟ ସେ ସମ୍ପାଦନ କରୁଛନ୍ତି । ମୁଁ ସବୁ ଧାମ ବୁଲି ସାରିଛି | ଶେଷରେ । ଶ୍ରୀଜଗନ୍ନାଥ ଧାମ ବୁଲିଲି । ମୁଁ ଖାଇଲେ, ବସିଲେ, ଶୋଇଲେ, ଉଠିଲେ ସେ ମୋ ପାଖରେ ରୁହନ୍ତି । ସାଧାରଣ ମଣିଷ ଭଳି ଦାନ୍ତ ଘଷିବା ଠାରୁ ଆରମ୍ଭ କରି ରାତ୍ର ଶୋଇବା ପର୍ଯ୍ୟନ୍ତ ସେ ସବୁ କରୁଛନ୍ତି
#JagannathDham #devotee #Kolkata #Anamika #ArgusNews