ଭକ୍ତର ଭକ୍ତିରେ ସବୁ ଦୁଃଖ କଷ୍ଟ ଦୂରେଇ ଦିଅନ୍ତି ମହାପ୍ରଭୁ। ଏମିତି ଦୁଇ ଜଣ ଭକ୍ତଙ୍କୁ ଆମେ ଭେଟିଥିଲୁ ସାଲେପୁର ରାସ୍ତାରେ। ଯିଏକି ପୂର୍ବରୁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ନିଜର ମାନସିକ କରିଥିଲେ। ଆଉ ମାନସିକ ପୁରଣ ହେବାପରେ ୨୦୧୭ ମସିହାରୁ ପାଦରେ ଚାଲି ପୁରୀ ଯାଉଛନ୍ତି ଜଗନ୍ନାଥଙ୍କୁ ଦର୍ଶନ କରିବାପାଇଁ।
#Salepur #jagannath #devotee #JayJagannath #odisha #ArgusNews