ନ୍ୟାୟ ପାଇଁ ଥାନା ଆଗରେ ଯୁବତୀଙ୍କ ଧାରଣା । ପ୍ରେମିକ ଧୋକା ଦେବା ପରେ ନେଇଥିଲେ ଆଇନର ଆଶ୍ରୟ । ନ୍ୟାୟ ଦେବା ପରିବର୍ତ୍ତେ ରଘୁନାଥପୁର ଥାନା ଅଧିକରୀ ଲାଞ୍ଚ ମାଗିବା ସହ ଖରାପ ବ୍ୟବହାର କରିଥିବା ଅଭିଯୋଗ । ଜୀବନରୁ ମାରି ଦେବାକୁ ଦେଇଥିଲେ ଧମକ।
#Jagatsinghpur #boyfriendcheated #girlfriend #protesters #Justice #ArgusNews