ଲଗାଣ ବର୍ଷାରେ ଫୁଲୁଛି ନଦୀ। ଚିନ୍ତାରେ ନଦୀକୂଳିଆ ଲୋକେ। ଯାଜପୁର ଜିଲା ବରୀ ଅଞ୍ଚଳରେ ପ୍ରବାହିତ ହେଉଥିବା ବ୍ରାହ୍ମଣୀ ନଦୀ ବନ୍ଧ ଗୁଡିକ ଏବେ ବିପଦ ଶଙ୍କୁଳ ଅବସ୍ଥାରେ ରହିଛି । ବରୀ ବ୍ଲକରେ ସର୍ବାଧିକ ଦୁର୍ବଳ ନଦୀ ବନ୍ଧ ରହିଥିଲେ ହେଁ ଜଳସଂପଦ ବିଭାଗ ଗଭିର ନିଦ୍ରାରେ ରହିଛନ୍ତି
#Jajpur #BrahmaniRiver #Riverembankment #Repair #ArgusNews #Odisha