ଅଜାଦି କି ଅମୃତ ମହୋତ୍ସବ ଅବସରରେ ଆଜି ଯାଜପୁର ଜିଲ୍ଲା ଜାରକା ଠାରେ ଧର୍ମଶାଳା ବିଜେପି ପକ୍ଷରୁ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି । ଏହି ଅବସରରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ଜିଲ୍ଲା ବିଜେପି ସଭାପତି ଗୌତମ ରାୟ, ବିଜେପି ନେତ୍ରୀ ସ୍ମୃତିରେଖା ପହିଙ୍କ ସମେତ ଦୁଇ ତିନି ହଜାର କର୍ମୀ 150ମିଟର ଜାତୀୟ ପତାକା ଧରି ବିଭିନ୍ନ ସ୍ଥାନ ପରିକ୍ରମା କରିଥଲେ
#Jajpur #AzadiKaAmritMahotsav #Independenceday #BJP #SameerMohanty #ArgusNews