#ବିଂଝାରପୁର_ବ୍ଲକରେ_କ୍ଷତିଗ୍ରସ୍ତ_ଚାଷୀଙ୍କୁ_ମିଳୁନି_ବୀମା_ରାଶି !
ଚାଷ ଓ ଚାଷୀଙ୍କ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ନୂଆ ନୂଆ ଯୋଜନା କରୁଥିବା ବେଳେ ଚାଷୀ କିନ୍ତୁ କୌଣସି ଯୋଜନାର ସୁଫଳ ପାଉନାହିଁ । ବୀମା କମ୍ପାନୀ ଚାଷୀଙ୍କ ଅର୍ଥକୁ ହରିଲୁଟ କରୁଛି କିନ୍ତୁ ଚାଷୀଙ୍କୁ ମିଳୁନି ଫସଲ ବୀମା l ଯାଜପୁରରୁ ଦେଖିବା ଏହି ରିପୋର୍ଟ
#jajpur #farmerproblem #floodimpact #farmerissue #insurance #argusnews #odisha