#ବାଗୁଡି_ପରେ_ଦର୍ପଣ
#ମାତିଛନ୍ତି_ମାଫିଆ
#ଦେଖି_ପାରୁନାହାଁନ୍ତି_କି_ରାଜସ୍ଵ_ମନ୍ତ୍ରୀ ?
ମାଫିଆଙ୍କୁ ସୁରକ୍ଷା ଦେଇ ଚର୍ଚ୍ଚାରେ ରାଜନେତା । ବିବାଦରେ ଶାସନ ଦଳର ପାଓ୍ବାରଫୁଲ ନେତା। ସାରା ରାଜ୍ୟରେ ବେଆଇନ୍ ଭାବେ ଚାଲିଛି ଲଘୁ ଖଣିଜ ସାମଗ୍ରୀର ହରିଲୁଟ୍ ।
#jajpur #MinesLoot #mafia #mineralssmuggled #ForestsDepartment #ArgusNews