ଯାଜପୁର ବିଞ୍ଝାରପୁର ଥାନାଞ୍ଚଳ କୁନି ଝିଅ ପିହୁ ନିଖୋଜ ମାମଲା ।
ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ଅଫିସରେ ପିହୁ ମାଙ୍କ ଧାରଣା । ବର୍ଷେ ହେଲାଣି ପିହୁଙ୍କ ପତ୍ତା ମିଳିପାରୁ ନାହିଁ । ସମସ୍ତେ ଖାଲି ମୋତ ମିଛ ପ୍ରତିଶ୍ରୁତି ଦେଉଛନ୍ତି ବୋଲି ସେ କହିଛନ୍ତି । ଶୁଣନ୍ତୁ କଣ କହୁଛନ୍ତି କୁନି ଝିଅ ପିହୁଙ୍କ ମା'
#Jajpur #Binjharpur #Pihu #Missingcase #Motherstrike #ArgusNews #Odisha