#ବିପଦ_ସଙ୍କୁଳ_ଅବସ୍ଥାରେ_ପାଣି_ଟାଙ୍କି_ସଫା_କରୁଛନ୍ତି_ପିଲା !
ଏ ଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ଅଂଜିରା ଆଶ୍ରମ ବିଦ୍ୟାଳୟର । ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ତତ୍ତ୍ବାବଧାନରେ
ପିଲାମାନେ ବିଦ୍ୟାଳୟ ପାଇଖାନା ଉପରେ ଥିବା ପାଣି ଟାଙ୍କି ସଫା କରୁ ଥିବାର ଜଣାପଡିଛି
#Jajpur #AshramaSchool #Student #ArgusNews #Odisha