#ଅସରାଏ_ବର୍ଷାରେ_ବେହାଲ_ଯାଜପୁର_ପୈାରପାଳିକା !
ଯାଜପୁର ପୌରପାଳିକା ଯେଉଁଠି ଅସଡାଏ ବର୍ଷା ହେଲେ ରାସ୍ତାରେ ଜମେ ଆଣ୍ଠୁଏ ଉଚ୍ଚର ପାଣି ଆଉ ଲୋକେ ହୁଅନ୍ତି ହନ୍ତସନ୍ତ। ଖାଲି ସେତିକି ନୁହେଁ ଡ୍ରେନେଜ ବ୍ୟବସ୍ଥାର ସୁଧାର ପାଇଁ ଏଠି ପୌରପାଳିକା ଖର୍ଚ୍ଚ କରୁଛି କୋଟି କୋଟି ଟଙ୍କା ହେଲେ ବାସ୍ତବ ଚିତ୍ର ଏପରିକି ଯାହା ଆଖିରେ ଦେଖିଲେ ବି ବିଶ୍ୱାସ କରିହେବ ନାହିଁ
#Jajpur #Municipality #drainage #Waterlogging #ArgusNews