ପ୍ରସାଦ ଭୋଗରୁ ବିଷକ୍ରିୟା, ୧ ମୃତ ୧୧ଗୁରୁତର !
ଭୋଗରାଇ ବ୍ଲକ କିଟିସାହି ଗ୍ରାମରେ ସୁଜନ ଦାସଙ୍କ ଘରେ ଗତ ଶନିବାର ଦିନ ପ୍ରସାଦ ଭୋଗ ଖାଇ ପ୍ରାୟ 200 ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ । 11 ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା
#Balasore #Jaleswar #foodpoison #Hospitalised #ArgusNews