କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ । ଦିର୍ଘ ଦୁଇବର୍ଷର କୋଭିଡ ମହାମାରୀ ଯୋଗୁଁ ଏହି ସିବିର ବସିନଥିଲା। ଅଞ୍ଚଳର ଅନେକ ହିତାଧିକାରୀ ଏହି ଶିବିରରେ ଯୋଗ ଦେଇ ପ୍ରଶାସନ ଆଗରେ ନିଜ ସମସ୍ୟା କହିଛନ୍ତି।
#Keonjhar #Anandpur #districtmagistratehearing #Odisha #ArgusNews