ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାରେ 4 ଓଡ଼ିଆ ମୃତ । ଝାଡ଼ଖଣ୍ଡରେ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାରେ 4 ଜଣ ଓଡ଼ିଆ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ 2 ଜଣ ଅନୁଗୁଳ ଓ ୨ ଜଣ ବାଲେଶ୍ବରର ।
#Jharkhand #Pilgrim #BusAccident #JharkhandAccident #Odisha #ArgusNews