#ଚାଷୀଙ୍କ_ସହ_ରାଜ୍ୟ_ସରକାରଙ୍କ_ଧୋକ୍କା !
ଡେଡଲାଇନ୍ ସରିଗଲା, ହେଲେ ମଣ୍ଡିରୁ ଉଠିଲାନି ଧାନ । ରବି ସିଜନରେ 12 ହଜାରରୁ ଉର୍ଦ୍ଧ୍ବ ପଞ୍ଜିକୃତ ଚାଷୀ ବିକି ପାରିଲେନି ଧାନ। ଯଦି ଟୋକନ ବ୍ୟବସ୍ଥାରେ କୌଣସି ତ୍ରୁଟି ନାହିଁ । ତାହା ହେଲେ ଧାନ ବିକ୍ରି ହୋଇପାରିଲା ନାହିଁ କାହିଁକି ? ଅର୍ଗସ ନିଉଜର ଗ୍ରାଉଣ୍ଡ ଜିରୋ ରିପୋର୍ଟ
#Jharsuguda #farmerproblem #mandiIssue #ArgusNews