ଅଲୋଡ଼ା ମା ରାସ୍ତା କଡରେ ଖୋଜୁଛି ରାହା । ବୋଝ କହି ବୃଦ୍ଧାଙ୍କୁ ଘରୁ ତଡିଦେଲା ପୁଅ । ଏବେ ଭୋକ ଉପାସରେ ରାସ୍ତା କଡରେ ବୃଦ୍ଧା। କୁଆଡେ ଯିବେ ନା ଭାବି ପାରୁଛନ୍ତି ନା ହାତ ଗୋଡରେ ଜୁ ଅଛି। ସଭ୍ୟ ସମାଜରେ ଜଣେ ପୁଅର ଏଭଳି ଅସଭ୍ୟ କାମ ପ୍ରଶ୍ନବାଚୀ ସୃଷ୍ଟି କରିଛି।
#Jharsuguda #Mother #oldwoman #Helpless #odisha #ArgusNews