କମ୍ପାନୀ, କଳକାରଖାନା ମାନଙ୍କର ମନମୁଖୀ ପାଣି ଶୋଷଣ ପାଇଁ ଏବେ ଚିରସ୍ରୋତା ନଦୀ ପାଲଟିଛି ନାଳରେ । ଝାରସୁଗୁଡା ଜିଲ୍ଲାର ଲାଇଫଲାଇନ୍ କୁହାଯାଉଥିବା ଏହି ଦୁଇନଦୀ ଏବେ ଶେଷ ନିଶ୍ୱାସ ଛାଡିବାକୁ ବସିଥିବା ବେଳେ ସରକାର କିନ୍ତୁ ଶୋଇଛନ୍ତି କୁମ୍ଭକର୍ଣ୍ଣ ନିଦ୍ରାରେ
#Jharsuguda #IbRiver #vedenriver #OdishaGovt #ArgusNews